Home Oriya Odia Dictionary

Download Oriya Odia Dictionary APP

1 Oriya Odia Meaning

୧, ଏକ, ଗୋଟିଏ

Definition

ଗୋଟିଏ ବା ଗଣତିବେଳେ ଶୂନ୍ୟ ଉପରେ ଏବଂ ଦୁଇରୁ କମ୍
ପୃଥିବୀ ଚାରିପଟେ ବୁଲୁଥିବା ଏକ ଉପଗ୍ରହ
ଧଳା ରଙ୍ଗର ଏକ ପ୍ରକାର ସୁଗନ୍ଧିତ ପଦାର୍ଥ ଯାହା ଡାଲଚିନି ଜାତିର ଗଛରୁ ବାହାରିଥାଏ
ଏକକରେ

Example

ଏହି କାମ ଗୋଟିଏ ଲୋକ ପକ୍ଷରେ ସମ୍ଭବ ନୁହେଁ
ଚନ୍ଦ୍ର ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହୋଇଥାଏ
ସେ ଆଳତି କରିବାପାଇଁ କର୍ପୂର ଜଳେଇଲା
ଏକ ଆଉ ଏକ ମିଶି ଦୁଇ ହୁଏ
ବେଦରେ ଇନ୍ଦ୍ରଙ୍କ ଆରାଧନା ସଂପର୍କରେ ଉଲ୍ଲେଖ ଅଛି
ଚନ୍ଦ୍ରଦେବତା