Home Oriya Odia Dictionary

Download Oriya Odia Dictionary APP

1000 Oriya Odia Meaning

୧୦୦୦, ଏକସହସ୍ର, ଏକହଜାର, ଦଶ ଶହ, ସହସ୍ର, ହଜାର

Definition

ଦଶ ଶହ
ଦଶକୁ ଶହେରେ ଗୁଣିଲେ ମିଳୁଥିବା ସଂଖ୍ୟା
ଅଙ୍କର ସ୍ଥାନକୁ ଗଣିଲାବେଳେ ଏକକ ସ୍ଥାନଆଡୁ ଗଣିଲାବେଳେ ଚତୁର୍ଥ ସ୍ଥାନ ଯାହା ଏକ ହଜାରରେ ଗୁଣିହେବାଭଳି ଜଣାପଡ଼େ

Example

ସେ ମୋଠାରୁ ଏକ ହଜାର ଟଙ୍କା ଧାର ନେଲେ
ପାଞ୍ଚଶହ ଓ ପାଞ୍ଚଶହ ମିଶି ଏକହଜାର ହୁଏ
ପାଞ୍ଚହଜାର ଦୁଇରେ ହଜାର ସ୍ଥାନରେ ପାଞ୍ଚ ଅଛି୤