Home Oriya Odia Dictionary

Download Oriya Odia Dictionary APP

19 Oriya Odia Meaning

୧୯, ଉଣିଶି, ଉଣେଇଶି

Definition

ଦଶ ଏବଂ ନଅ
କାହାଠାରୁ ଗୁଣ ଆଦିରେ ଟିକିଏ କମ ହୋଇଥିବା
ଦଶରେ ନଅ ମିଶି ମିଳୁଥିବା ସଂଖ୍ୟା

Example

ଏହି ଥଳିରେ ଉଣେଇଶଟି ଆମ୍ବ ଅଛି
ରାମ ପଢ଼ାରେ କୋଡ଼ିଏ ହେଲେ ଶ୍ୟାମ ଉଣେଇଶ
ଚବିଶିରୁ ପାଞ୍ଚ ଫେଡ଼ିଲେ ଉଣେଇଶ ରହେ