Home Oriya Odia Dictionary

Download Oriya Odia Dictionary APP

23rd Oriya Odia Meaning

୨୩ତମ, ତ୍ରୟୋବିଂଶତିତମ

Definition

କୋଡ଼ିଏ ଓ ତିନି
କୋଡ଼ିଏରେ ତିନି ମିଶିଲେ ମିଳିଥିବା ସଂଖ୍ୟା
ଗଣନା କଲାବେଳେ ତେଇଶି ସ୍ଥାନରେ ଆସୁଥିବା ସଂଖ୍ୟା
ତେଇଶ ବର୍ଷର ବୟସ ବା ଗଣନାରେ ତେଇଶତମ ସ୍ଥାନରେ ଆସୁଥିବା ବର୍ଷ

Example

ଡଙ୍ଗାଉପରେ ତେଇଶ ଜଣ ଲୋକ ବସିଥିଲେ
ଦଶ ଓ ତେର ମିଶି ତେଇଶି ହୁଏ
ଏଠାରେ ଆଜି ମୋର ତ୍ରୟୋବିଂଶତିତମ ଦିନ
ତାଙ୍କ ପୁଅକୁ ତେଇଶ ପୁରିଲା