Home Oriya Odia Dictionary

Download Oriya Odia Dictionary APP

28th Oriya Odia Meaning

୨୮ତମ, ଅଷ୍ଟବିଂଶତିତମ

Definition

କୋଡ଼ିଏ ଆଉ ଆଠ ମିଶି ହେଉଥିବା ସଂଖ୍ୟା
କୋଡ଼ିଏ ଆଉ ଆଠ
ଗଣିଲାବେଳେ ଅଠେଇଶ ସ୍ଥାନରେ ଆସୁଥିବା ସଂଖ୍ୟା

Example

ତିରିଶରୁ ଦୁଇ ଫେଡ଼ିଲେ ଅଠେଇଶ ହୁଏ
ମୋ ଗାଁ ପୁରୀରୁ ଅଠେଇଶ କିଲୋମିଟର ଦୂର
ଶିକ୍ଷକ ଆଜି ଅଷ୍ଟବିଂଶତିତମ ଅଧ୍ୟାୟ ସମାପ୍ତ କଲେ