Home Oriya Odia Dictionary

Download Oriya Odia Dictionary APP

30th Oriya Odia Meaning

୩୦ତମ, ତ୍ରିଂଶତ୍ତମ

Definition

କୋଡ଼ିଏ ଓ ଦଶ
ଗଣିଲାବେଳେ ତିରିଶ ସ୍ଥାନରେ ଆସୁଥିବା ସଂଖ୍ୟା
କୋଡ଼ିଏରେ ଦଶ ମିଶିଲେ ମିଳୁଥିବା ସଂଖ୍ୟା
ତିରିଶବର୍ଷର ଆୟୁ ବା ଗଣନାରେ ତିରିଶତମ ସ୍ଥାନରେ ଆସୁଥିବା ବର୍ଷ

Example

ଆମର ଶ୍ରେଣୀରେ ମୋଟ ତିରିଶ ଜଣ ବିଦ୍ୟାର୍ଥୀ ଅଛନ୍ତି
ଏହି ତ୍ରିଂଶତ୍ତମ ଦୋକାନରୁ ମଧ୍ୟ ମୋତେ ସେ ଜିନିଷଟି ମିଳିଲାନାହିଁ
ଦଶର ତିନି ଗୁଣ ତିରିଶ ହୁଏ
ତିରିଶରେ ତାର ବିବାହ ହେଲା