Home Oriya Odia Dictionary

Download Oriya Odia Dictionary APP

31st Oriya Odia Meaning

୩୧ତମ, ଏକତ୍ରିଂଶତ୍ତମ

Definition

ତିରିଶ ଏବଂ ଏକ ଯୋଗରେ ପ୍ରାପ୍ତ ସଂଖ୍ୟା
ତିରିଶ ଆଉ ଏକ
ଗଣିଲାବେଳେ ଏକତିରିଶ ସ୍ଥାନରେ ଆସୁଥିବା ସଂଖ୍ୟା

Example

କୋଡ଼ିଏ ଏବଂ ଏଗାର ମିଶି ଏକତିରିଶ ହୁଏ
ରମାର ବିବାହ ଆଜିଠାରୁ ଠିକ୍ ଏକତିରିଶ ଦିନ ପରେ ହେବ
ଏହି ଧାଡ଼ିର ଏକତ୍ରିଂଶତ୍ତମ ଗଛଟି ଜାମୁଗଛ