Home Oriya Odia Dictionary

Download Oriya Odia Dictionary APP

40th Oriya Odia Meaning

୪୦ତମ, ଚତ୍ବାରିଂଶତ୍ତମ

Definition

ଗଣିଲାବେଳେ ଚାଳିଶ ସ୍ଥାନରେ ଆସୁଥିବା ସଂଖ୍ୟା
(ଇଲାମ୍) ମୃତ୍ୟୁର ଚାଳିଶତମ ଦିନ ହେଉଥିବା କର୍ମ

Example

ତାଙ୍କର ଚତ୍ୱାରିଂଶତ୍ତମ ବର୍ଷରେ ମୃତ୍ୟୁ ହେଲା
ସେ ରହୀମ୍ଚାଚାଙ୍କ ଚହଲୁମରେ ଭାଗନେବାକୁ ଯାଇଛି