Home Oriya Odia Dictionary

Download Oriya Odia Dictionary APP

60 Minutes Oriya Odia Meaning

ଘଣ୍ଟା

Definition

ବିଦ୍ୟାଳୟଆଦିରେ ଅଧ୍ୟୟନ-ଅଧ୍ୟାପନଆଦିକୁ ଦୃଷ୍ଟିରେ ରଖି କରାଯାଇଥିବା ସମୟ ବଣ୍ଟନ,ଯେଉଁଥିରେ ଗୋଟିଏ ଗୋଟିଏ ବିଷୟ ପଢ଼ାଯାଏ
ଦିନ ରାତିର ଚବିଶ ଭାଗରୁ ଭାଗେ କିମ୍ବା ଷାଠିଏ ମିନିଟର ସମୟ
ଧାତୁ ନିର୍ମିତ ଯେଉଁ ବିଶେଷ ଗୋଲାକାର ବାଦ୍ୟ

Example

ଗଣିତ ଅଧ୍ୟାପକ ନଆସିବାରୁ ଆଜି ଦ୍ୱିତୀୟ ପିରିୟଡ଼୍‌ ଖାଲିଥିଲା
ଗାଡ଼ି ଏକ ଘଣ୍ଟା ବିଳମ୍ବରେ ଚାଲୁଅଛି
ଘଣ୍ଟାର ଟଂନ ଟଂନ ଶବ୍ଦ ଶୁଣି ପିଲାମାନେ ଶ୍ରେଣୀଆଡ଼କୁ ଦୌଡ଼ିଲେ
ଘଣ୍ଟାର ଶବ୍ଦ ଶୁଣି ଶ୍ରମିକମାନେ ଖାଇବାକୁ ଚାଲିଗଲେ
ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
ଆକାଶରେ