Home Oriya Odia Dictionary

Download Oriya Odia Dictionary APP

Abduction Oriya Odia Meaning

ଅପହରଣ

Definition

ଲୁଚିକରି ଅନ୍ୟର ଜିନିଷ ନେବାର କ୍ରିୟା ବା ଭାବ
କାହାରିଠାରୁ କୌଣସି କଥାଆଦି ଗୋପନ ରଖିବା କ୍ରିୟା ବା ଭାବ
ଲୁଟିବା କ୍ରିୟା ବା ଭାବ
କୌଣସି ବ୍ୟକ୍ତି,ବାହନ ଆଦିକୁ କେଉଁଠାରୁ ବଳପୂର୍ବକ ଉଠେଇ ନେଇଯିବା କାର୍ଯ୍ୟ
କାହାର

Example

ରାମ ଚୋରି କଲାବେଳେ ଧରା ପଡ଼ିଗଲା
ଡାକୁ ଧନୀର ଘର ଲୁଟ କରି ଚାଲିଗଲେ
ବୀରାପ୍ପାନ ସବୁବେଳେ କୌଣସି ନା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କୁ ଅପହରଣ କରିନେଉଥିଲା
ଆମେ କାହାରି ବି ନିନ୍ଦା କରିବା ଉଚିତ୍‌ ନୁହେଁ
କଏଦୀ ଜେଲରୁ