Home Oriya Odia Dictionary

Download Oriya Odia Dictionary APP

Able Oriya Odia Meaning

ଉପଯୁକ୍ତ, କ୍ଷମତାପ୍ରାପ୍ତ, କ୍ଷମତାବାନ, କ୍ଷମତାଶାଳୀ, ଯୋଗ୍ୟ, ସକ୍ଷମ, ସମର୍ଥ

Definition

କୌଣସି କାମ କରିବାପାଇଁ ଯାହାର ଯୋଗ୍ୟତା ଅଛି
ଯାହାର କୌଣସି କାମ କରିବାପାଇଁ ଶକ୍ତି ବା ଗୁଣ ଅଛି
ଉଚ୍ଚ ଆଚାର-ବିଚାର ରଖିବା ଏବଂ ଭଲଲୋକଙ୍କ ସହ ବ୍ୟବହାର କରିବା ଲୋକ
ଯେ ବହୁତ ବେଶି

Example

ଅର୍ଜୁନ ଧନୁର୍ବିଦ୍ୟାରେ ପ୍ରବୀଣ ଥିଲେ
ଏହି କାମ କରିବାପାଇଁ ଜଣେ ଯୋଗ୍ୟ ବ୍ୟକ୍ତିର ଆବଶ୍ୟକତା ଅଛି
ରାମ ଜଣେ ଭଦ୍ର ବ୍ୟକ୍ତି
ଆଜିର ସଭାରେ କେହିଜଣେ ବିଦ୍ୱାନ‌ ବ୍ୟକ୍ତି ଭାଷଣ ଦେଇଥିଲେ
ମହାତ୍ମା