Home Oriya Odia Dictionary

Download Oriya Odia Dictionary APP

About Oriya Odia Meaning

ଅଗଲବଗଲ, ଅଳ୍ପବହୁତ, ଆଖପାଖ, କମବେଶି, ନ୍ୟୂନାଧିକ, ପାଖପଡିଶା

Definition

ପ୍ରତେୟ୍କ ଦିଗରେ
କଳ୍ପନାର ଆଧାରରେ
ଆଖପାଖରୁ ଚାରିପଟେ
ଅଳ୍ପକେତେକ ଜାଗାରେ ହେଉଥିବା
କମ୍ ବା ଅଧିକ

Example

ଚିକାଗୋ ସମ୍ବିଳନୀପରେ ସ୍ୱାମୀ ବିବେକାନନ୍ଦଙ୍କ ଖ୍ୟାତି ଚତୁର୍ଦିଗକୁ ବ୍ୟାପିଗଲା
ସେ କବୀରକୁ ଆନୁମାନିକ ଚାରିକିଲୋ ଅଟା ଦେଲା
ଛୋଟଛୋଟ ଘଟଣାକୁ ଛାଡ଼ିଦେଲେ ବନ୍ଦ ସଫଳ ହୋଇଛି
ସବୁ ମଣିଷଙ୍କ ଜୀବନରେ କିଛି ସମସ୍ୟା ଅଳ୍ପବହୁତ ଆସେ