Above Oriya Odia Meaning
ଉଚ୍ଚରେ, ଉଞ୍ଚାରେ, ଉପରେ
Definition
ବହୁତ ବଡ଼ ଓ ବିଶେଷ ଉଚ୍ଚତାଯୁକ୍ତ ବା ଯାହାର ବିସ୍ତ୍ରୃତି ଉପର ଆଡ଼କୁ ହୋଇଛି
ଯେ ବହୁତ ବଡ଼ ବା ଭଲ
ଯେ ଜାତି, ପଦ, ଗୁଣଆଦିର ଆଗରେ ଅଛି
ଉଚ୍ଚ ସ୍ଥାନରେ
ଆଶ୍ରୟରେ ବା ଆଧାରରେ
ଲେଖିବାର ପ୍ରଥମେ
ଦେଖିବାକୁ
ପ୍ରତିକୂଳ ବା ବିପରୀତରେ
ସିଧା ଉପର ଆଡ଼କୁ ଉଠିଥିବା
Example
ମହାତ୍ମା ଗାନ୍ଧି ଜଣେ ମହାନ୍ ବ୍ୟକ୍ତି ଥିଲେ
ଶ୍ୟାମ ଉଚ୍ଚ ଜାତିର
ଗୁଡ଼ି ଆକାଶରେ ବହୁତ ଉଚ୍ଚରେ ଉଡ଼ୁଛି
ଟେବୁଲ ଉପରେ ଫୁଲତୋଡ଼ା ରଖାଯାଇଛି
କିଛି ଉଦାହରଣ ଉପରେ ଦିଆହୋଇଛି
Aside in Oriya OdiaInimical in Oriya OdiaLow in Oriya OdiaBedevil in Oriya OdiaTelephone in Oriya OdiaMahabharatam in Oriya OdiaLine Drawing in Oriya OdiaForty-seventh in Oriya OdiaMigrant in Oriya OdiaDead in Oriya OdiaBed Linen in Oriya OdiaBrass in Oriya OdiaCommit in Oriya OdiaDefective in Oriya OdiaCircumference in Oriya OdiaOne Thousand Million in Oriya OdiaLvii in Oriya OdiaHypothesis in Oriya OdiaLast in Oriya OdiaAnil in Oriya Odia