Abrasion Oriya Odia Meaning
ଆଞ୍ଚୁଡା, ଖଣ୍ଡିଆ
Definition
କୌଣସି ବସ୍ତୁର ଏକ ପାର୍ଶ୍ୱ ବା ଅଂଶସହିତ ଅନ୍ୟ ଏକ ବସ୍ତୁର କୌଣସି ପାର୍ଶ୍ୱ ଘଷି ହେବାର ପ୍ରକ୍ରିୟା
ଆଞ୍ଚୁଡ଼ି ହୋଇଯାଇଥିବା ଯୋଗୁଁ ଚିହ୍ନ
କୌଣସି ପୃଷ୍ଠର ଉପରିଭାଗରେ ରାମ୍ପିହୋଇଯିବା କାରଣରୁ ତିଆରି ହୋଇଥିବା ଖାଲ ବା ଚିହ୍ନ
Example
ଗଛଗୁଡ଼ିକ ମଧ୍ୟରେ ଘର୍ଷଣ ହେଲେ ଜଙ୍ଗଲରେ ନିଆଁ ଲାଗିଯାଏ
ସେ ଆଞ୍ଚୁଡ଼ା ସ୍ଥାନରେ ମଲମ ଲଗାଉଛି
ପିଲାମାନେ ଛୁରୀରେ ନୂଆ ମେଜ ଉପରେ ରାମ୍ପୁଡା ଚିହ୍ନ କରି ଦେଇଛନ୍ତି
Interrogative in Oriya OdiaDomicile in Oriya OdiaMorbific in Oriya OdiaVagabond in Oriya OdiaWildcat in Oriya OdiaSvizzera in Oriya OdiaSky-blue in Oriya OdiaStealing in Oriya OdiaOverexcited in Oriya OdiaSame in Oriya OdiaAlleged in Oriya OdiaChew The Fat in Oriya OdiaVillainess in Oriya OdiaConfab in Oriya OdiaTotter in Oriya OdiaCare in Oriya OdiaRemarkable in Oriya OdiaPut Out in Oriya OdiaNarrative in Oriya OdiaWords in Oriya Odia