Absolutism Oriya Odia Meaning
ଏକଛତ୍ର, ଏକତନ୍ତ୍ର, ନିରଙ୍କୁଶତା, ସ୍ବେଚ୍ଛାଚାରୀତା
Definition
ଯେଉଁଥିରେ ଆଉ କାହାରି ପ୍ରଭୁତ୍ୱ ବା ଅଧିକାର ନ ଥାଏ
ଯେଉଁ ରାଜ୍ୟ ପ୍ରଣାଳୀରେ ଦେଶ ଶାସନର ସଂପୂର୍ଣ୍ଣ ଅଧିକାର ଜଣେ ରାଜା ବା ଅଧିନାୟକଙ୍କୁ ପ୍ରାପ୍ତ ହୋଇଥାଏ
ସ୍ୱେଚ୍ଛାଚାରି ହେବାର ଅବସ୍ଥା
Example
ଆକବରଙ୍କ ସମୟରେ ସାରା ଭାରତରେ ମୋଗଲମାନଙ୍କର ଏକଛତ୍ର ଅଧିକାର ଥିଲା
ଏକଛତ୍ର ଶାସନ ଦେଶ ଓ ଦେଶବାସୀଙ୍କପାଇଁ ଭଲ ନୁହେଁ
ରାଜାଙ୍କ ସ୍ୱେଚ୍ଛାଚାରିତାରେ ପ୍ରଜାମାନଙ୍କ ମଧ୍ୟରେ ଭୟ ବ୍ୟାପ୍ତଥିଲା
Exhibit in Oriya OdiaPull Out in Oriya OdiaPullulate in Oriya OdiaUnique in Oriya OdiaWearing in Oriya OdiaSpeaker in Oriya OdiaSpark in Oriya OdiaFirestone in Oriya OdiaThere in Oriya OdiaInflammation in Oriya OdiaPaint in Oriya OdiaForm in Oriya OdiaCapital Of Vietnam in Oriya OdiaRoom in Oriya OdiaAccommodate in Oriya OdiaMilitary Blockade in Oriya OdiaForced in Oriya OdiaPledge in Oriya OdiaXxiv in Oriya OdiaCastle in Oriya Odia