Home Oriya Odia Dictionary

Download Oriya Odia Dictionary APP

Absorb Oriya Odia Meaning

ଅବଶୋଷିତ କରିବା, ଟାଣିବା, ପିଇବା, ଶୋଷଣ କରିବା

Definition

କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା
ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
ଯାହାକୁ ଶୋଷଣ କରାଯାଇଛି
ଉପଯୋଗ ବା କାମରେ ଲଗେଇବା
କାମ ଆଦି କରିବାର ଠିକାନେବା
ଗ୍ରହଣ ଅବା ଧାରଣ କରିବାର କାମ

Example

ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
ମାଟିଦ୍ୱାରା ଶୋଷିତ ଜଳର କିଛି ଅଂଶ ଗଛ ପ୍ରାପ୍ତକରେ
ରାଜଗୀର ଏହି ଘର ତିଆରି କରିବାପାଇଁ ଶହେ ବସ୍ତା ସିମେଣ୍ଟ ଲଗାଇଲା
ବାହଘରର ସବୁ ଦାୟିତ୍ୱ ମୁଁ ହିଁ