Home Oriya Odia Dictionary

Download Oriya Odia Dictionary APP

Absorption Oriya Odia Meaning

ଅବଶୋଷଣ , ଏକାଗ୍ରପୂର୍ଣ୍ଣତା, ଧ୍ୟାନପୂର୍ଣ୍ଣତା, ଶୋଷଣ

Definition

ଧ୍ୟାନରେ ପୂର୍ଣ୍ଣ ହେବା ଅବସ୍ଥା ବା ଭାବ
କୌଣସି ବସ୍ତୁଆଦିକୁ ଅବଶୋଷିତ କରିବାର ପ୍ରକ୍ରିୟା
ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
ଦୁର୍ବଳ ବା ଅଧୀନସ୍ଥ ବ୍ୟକ୍ତିଙ୍କ ପରିଶ୍ରମ, ଆୟ ଆଦିରୁ ଅନୁଚିତ ଲାଭ ଉଠାଇବାର କ୍ରିୟା
କାମଦେବଙ୍କ ଏକ ବାଣ

Example

ସରିତା ସବୁ କାମକୁ ଧ୍ୟାନପୂର୍ଣ୍ଣତା ସହିତ କରେ
ଗଛବୃଚ୍ଛ ଭୂମିରୁ ଜଳ ତଥା ସାର ଶୋଷଣ କରନ୍ତି
ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
ଠିକାଦାର ଶ୍ରମିକମାନଙ୍କୁ ଶୋଷଣ କରି ନିଜ ଲାଭ ଉଠାଉଛି
କାମଦେବଙ୍କ