Home Oriya Odia Dictionary

Download Oriya Odia Dictionary APP

Abstemious Oriya Odia Meaning

ସଂଯମୀ

Definition

ଯେ ସଂଯମ ବା ପଥ୍ୟର ଆଶ୍ରୟରେ ରହିଥାଏ
ଯିଏ ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନରେ ରଖେ ବା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରୁଥିବା ଲୋକ
କୌଣସି ଦୋଷରୁ ଦୂର ରହିବା ବ୍ୟକ୍ତି
ଯେ ସଂଯମ ଆଚରଣ କରନ୍ତି

Example

ସଂଯମୀ ବ୍ୟକ୍ତି କେବେ ରୋଗର ଶୀକାର ହୁଏନାହିଁ
ଇନ୍ଦ୍ରିୟଦମନକାରୀ ବ୍ୟକ୍ତି ପ୍ରକୃତ ସୁଖର ଆନନ୍ଦ ନେଇଥାଏ
ସାଧୁସନ୍ଥମାନେ ସଂଯମୀ ହେବା ଆବଶ୍ୟକ
ସଂଯମୀଙ୍କ ସ୍ୱାସ୍ଥ୍ୟ