Home Oriya Odia Dictionary

Download Oriya Odia Dictionary APP

Accented Oriya Odia Meaning

ଉଚ୍ଚସ୍ୱର, ଉଦାତ୍ତସ୍ୱର

Definition

ଯାହାର କୌଣସି କାମ କରିବାପାଇଁ ଶକ୍ତି ବା ଗୁଣ ଅଛି
ଯାହାଙ୍କଠାରେ ଦୟା ଅଛି
ଯେ ବହୁତ ବଡ଼ ବା ଭଲ
ଯେ ବହୁତ ଦାନ ଦେଉଛି
ଯାହା ଉଚ୍ଚ ସ୍ୱରରେ ଉଚ୍ଚାରଣ କରାଯାଏ
ବେଦ ଉଚ୍ଚାରଣର ଏକ ଢଙ୍ଗ

Example

ଏହି କାମ କରିବାପାଇଁ ଜଣେ ଯୋଗ୍ୟ ବ୍ୟକ୍ତିର ଆବଶ୍ୟକତା ଅଛି
ମହାତ୍ମା ଗାନ୍ଧି ଜଣେ ମହାନ୍‌ ବ୍ୟକ୍ତି ଥିଲେ
ଦାନୀ କର୍ଣ୍ଣଙ୍କ ଦାନବୀରତା ବିଶ୍ୱପ୍ରସିଦ୍ଧ
ତାଙ୍କୁ ଉଦାତ୍ତ ସ୍ୱର ହିଁ ଶୁଣାଯାଏ
ପଣ୍ଡିତେ ଉଦାତ୍ତ ଉଚ୍ଚାରଣରେ ବେଦ