Home Oriya Odia Dictionary

Download Oriya Odia Dictionary APP

Accomplished Oriya Odia Meaning

କୁଶଳୀ, ପକ୍କା, ପଟୁ, ପ୍ରତିଷ୍ଠିତ, ପ୍ରବିଣ, ବିକ୍ଷେଣ, ବିଖ୍ୟାତ, ସିଦ୍ଧହସ୍ତ, ସୁପରିଚିତ, ସୁପ୍ରତିଷ୍ଠିତ

Definition

କୌଣସି କାମ କରିବାପାଇଁ ଯାହାର ଯୋଗ୍ୟତା ଅଛି
ଯାହାର କୌଣସି କାମ କରିବାପାଇଁ ଶକ୍ତି ବା ଗୁଣ ଅଛି
ଅନୁଭବ ଧାରଣ କରୁଥିବା ଲୋକ ବା ଯାହାର କୌଣସି କାମ ଓ ବସ୍ତୁର ଅନୁଭବ ଥାଏ
ସେହି ବ୍ୟକ୍ତି ଯାହାଙ୍କୁ ବିଶ୍ୱାସ କର

Example

ଅର୍ଜୁନ ଧନୁର୍ବିଦ୍ୟାରେ ପ୍ରବୀଣ ଥିଲେ
ଏହି କାମ କରିବାପାଇଁ ଜଣେ ଯୋଗ୍ୟ ବ୍ୟକ୍ତିର ଆବଶ୍ୟକତା ଅଛି
ଏହି କାମପାଇଁ ଅନୁଭବୀ ବ୍ୟକ୍ତିର ଆବଶ୍ୟକତା ରହିଛି
କଳିଯୁଗରେ ବିଶ୍ୱାସପାତ୍ର ମିଳିବା ବହୁତ କଷ୍ଟ
କୋଡ଼ିଏକୁ ଚ