Home Oriya Odia Dictionary

Download Oriya Odia Dictionary APP

Accordingly Oriya Odia Meaning

ତଦନୁରୂପ, ତଦନୁସାରେ, ପରିଣାମତଃ, ପରିଣାମସ୍ବରୂପ, ଫଳତଃ, ଫଳସ୍ବରୂପ, ସେହିଅନୁସାରେ

Definition

ତା ପରି ବା ତା ସମାନ ରୂପର
ଯାହା ଅଛି ବା ହୋଇଛି, ତା ଅନୁସାରେ ବା ପୂର୍ବ ମୁତାବକ
କୌଣସି କାରଣରୁ

Example

ଗଣେଶଙ୍କ ଏହି ମୂର୍ତ୍ତିର ଅନୁରୂପ ଆଉ ମଧ୍ୟ ଦଶଟି ମୂର୍ତ୍ତି ଗଢ଼ିଦିଅନ୍ତୁ
ଗୁରୁଙ୍କ ଆଦର୍ଶ ଅନୁସାରେ ହିଁ ଚାଲିବା ଉଚିତ
ମୋ କଠିନ ଶ୍ରମର ଫଳସ୍ୱରୂପ ଭଲ ନମ୍ବର ମିଳିଲା