Home Oriya Odia Dictionary

Download Oriya Odia Dictionary APP

Accoucheuse Oriya Odia Meaning

ଧାଈ, ଧାତ୍ରୀ

Definition

ପ୍ରସୂତୀର ଉପଚାର ଏବଂ ସେବା ସୁଶ୍ରୁଷା କରୁଥିବା ସ୍ତ୍ରୀ
ଅନ୍ୟର ପିଲାକୁ ନିଜ କ୍ଷୀର ପିଆଇବା କିମ୍ବା ତାର ଦେଖାଶୁଣା କରୁଥିବା ସ୍ତ୍ରୀ
ଘରର କାମଦାମ ତଥା ସେବା କରୁଥିବା ବ୍ୟକ୍ତି
ଜେଜେବାପାଙ୍କ ସ୍ତ୍ରୀ
ପିଲା ଜନ୍ମକଲାବେଳେ ସହାୟତା କରୁଥିବା ସ୍ତ୍

Example

ଚିକିତ୍ସକ ପ୍ରସୂତୀର ଭଲମନ୍ଦ ଦେଖିବାପାଇଁ ଜଣେ ଧାଈକୁ ନିଯୁକ୍ତ କରିଛନ୍ତି
ମା’ଙ୍କର ମୃତ୍ୟୁପରେ ଶ୍ୟାମ ଜଣେ ଧାତ୍ରୀଙ୍କ କୋଳରେ ବଢ଼ିଲେ
ଆଜିକାଲିର କାର୍ଯ୍ୟରତ ମହିଳାମାନେ ଚାକରାଣୀମାନଙ୍କ ଉପରେ ଅଧିକ ନିର୍ଭର କରନ୍ତି
ଜେଜେମା ସବୁଦିନ ପିଲ