Home Oriya Odia Dictionary

Download Oriya Odia Dictionary APP

Accredited Oriya Odia Meaning

ଅଧିକୃତ

Definition

ଯାହାକୁ ଅଧିଗ୍ରହଣ କରାଯାଇଛି
ଯାହାକୁ କୌଣସି କାମ କରିବାର ଅଧିକାର ବା ସତ୍ତ୍ୱ୍ ଦିଆଯାଇଛି
ଯାହା କାହାର ଅଧିକାର ବା କବ୍ଜାରେ ଅଛି

Example

ସରକାର ଅଧିଗୃହୀତ ଜମି ଫେରସ୍ତ ଦେବାପାଇଁ କହିଛନ୍ତି
ଏହି କାମ କରିବାପାଇଁ ପ୍ରବନ୍ଧକ ମୋତେ ଅଧିକାରଭୁକ୍ତ କରିଛନ୍ତି
ସେ ନିଜର ଅଧିକୃତ ସମ୍ପତିକୁ ଦାନ କରିବାକୁ ଚାହୁଁଛି