Accumulation Oriya Odia Meaning
ସଂଗ୍ରହ, ସଙ୍କଳନ
Definition
କୌଣସି ଜିନିଷ ଏକାଠିକରି ରଖିବା କାର୍ଯ୍ୟ
କୌଣସି ବସ୍ତୁଆଦିର ସଂଗ୍ରହ
ଯେଉଁ ପୁସ୍ତକରେ ସାହିତ୍ୟଆଦିର ଗୋଟିଏ ଶ୍ରେଣୀ ସମ୍ବନ୍ଧିତ ଅନେକ ବିଷୟ ଏକତ୍ରିତ କରାଯାଇଥାଏ
ଏକତ୍ର କରିବାର ପ୍ରକ୍ରିୟା
ଏକ ସମୟରେ ଏକତ୍ରୀତ ହୋଇଥିବା
Example
କପିଳ ଐତିହାସିକ ସାମଗ୍ରୀକୁ ସଂଗ୍ରହ କରୁଛି
ତାଙ୍କ ପାଖରେ ସେହି ପୁସ୍ତକଗୁଡ଼ିକର ସଙ୍କଳନ ଅଛି
କଳ୍ପଲତା ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ନିବନ୍ଧ ସଙ୍କଳନ
ଶତ୍ରୁ ବିରୁଦ୍ଧରେ ଯୁଦ୍ଧ କରିବାପାଇଁ ରାଜା ସୈନିକମାନଙ୍କର ଏକତ୍ରୀକରଣ କଲେ
ନିଆ
Uselessness in Oriya OdiaGlistering in Oriya OdiaAfrican Country in Oriya OdiaMr in Oriya OdiaFlap in Oriya OdiaNucleus in Oriya OdiaVerbal Expression in Oriya OdiaDiscover in Oriya OdiaCarry Through in Oriya OdiaBegrime in Oriya OdiaDoubtfulness in Oriya OdiaDisoblige in Oriya OdiaPreface in Oriya OdiaYouth in Oriya OdiaArt in Oriya OdiaCrinkly in Oriya OdiaMonsoon in Oriya OdiaIncomplete in Oriya OdiaHandicraft in Oriya OdiaDistinguished in Oriya Odia