Home Oriya Odia Dictionary

Download Oriya Odia Dictionary APP

Acknowledge Oriya Odia Meaning

ବୁଝିବା, ମାନିବା, ସ୍ବୀକାରକରିବା

Definition

କୌଣସି ବସ୍ତୁ, ବ୍ୟକ୍ତିଆଦିଙ୍କୁ ଆପଣେଇନେବା
ପ୍ରସ୍ତାବ ଆଦିରେ ରାଜିହେବା କିମ୍ବା କୌଣସି କାମ କରିବାକୁ ସକରାତ୍ମକ ଭାବେ ସ୍ୱୀକାର କରିବା
ସହମତ ହେବା
କାମ ଆଦି କରିବାର ଠିକାନେବା
କୌଣସି ପଦ ଆଦି ପୂରଣ କରିବା ବା ଭୂମିକା ଆଦି ନେବା

Example

ମୁଁ ହିନ୍ଦୁଧର୍ମକୁ ଅଙ୍ଗୀକାର କରୁଛି
ପ୍ରାଧ୍ୟାପକ ଆମର ଏହି କାମକୁ ସ୍ୱୀକୃତି ଦେଲେ
ମୁଁ ଆପଣଙ୍କ କଥା ମାନୁଛି
ବାହଘରର ସବୁ ଦାୟିତ୍ୱ ମୁଁ ହିଁ ନେଲି
ପାରସ୍ପରିକ ବିଚାର ବିମର୍ଷ ପରେ ସୁରେଶ ଅଧ୍ୟକ୍ଷ ପଦ ଗ୍ରହଣ କଲା