Home Oriya Odia Dictionary

Download Oriya Odia Dictionary APP

Acknowledgement Oriya Odia Meaning

ମାନ୍ୟତା

Definition

କାହାଠାରୁ ଟଙ୍କାନେବାପରେ ତାର ପ୍ରମାଣ ସ୍ୱରୁପ ତାକୁ ଦିଆଯାଉଥିବା ଲିଖିତ ପତ୍ର
ଯୋଗ୍ୟ ହେବାର ଅବସ୍ଥା ବା ଭାବ
କୌଣସି କଥା ବା ସିଦ୍ଧାନ୍ତକୁ ଗ୍ରହଣ କରିବା ଅବସ୍ଥା

Example

ଏଇଟା ଆମଦ୍ୱାରା ବ୍ୟାଙ୍କରେ ଜମା କରାଯାଇଥିବା ଟଙ୍କାର ରସିଦ
ଏହା ସରକାରୀ ମାନ୍ୟତାପ୍ରାପ୍ତ ସଂସ୍ଥା
ପୂରାତନ ମୂଲ୍ୟବୋଧକୁ ଆଜିର ସମାଜ ବିଶ୍ୱାସ କରେ ନାହିଁ