Home Oriya Odia Dictionary

Download Oriya Odia Dictionary APP

Acne Oriya Odia Meaning

ମୁଖ ବ୍ରଣ , ମୁହଁ ବ୍ରଣ

Definition

ବିଶେଷକରି ଯୁବା ଅବସ୍ଥାରେ ମୁହଁରେ ବାହାରୁଥିବା ଦାନା
କାନ ଓ ବେକ ଉପରେ ହୋଇଥିବା ପଣସ କଣ୍ଟା ଭଳି ମୁନିଆ ଏକ ପ୍ରକାରର ବଥ

Example

ସେ ମୁହଁବ୍ରଣ ଦୂର କରିବାପାଇଁ ପ୍ରତିଦିନ ହଳଦୀ ଓ ଚନ୍ଦନ ଲେପ ଦିଅନ୍ତି
ଶ୍ୟାମା ଦୁଇ ମାସ ହେଲାଣି କଠା ଦାଉରୁ କଷ୍ଟ ପାଉଛି