Home Oriya Odia Dictionary

Download Oriya Odia Dictionary APP

Acquaint Oriya Odia Meaning

ପରିଚୟ କରାଇବା, ଭେଟ କରଇବା, ସାକ୍ଷାତ କରାଇବା

Definition

ଯାହା ଜଣା ଯାଇଛି
ଯିଏ ଜଣାଶୁଣା
କୌଣସି ବସ୍ତୁ, ସୂଚନାଆଦି କାହାକୁ ବତାଇବା
ଅଭିଜ୍ଞ କିମ୍ବା ପରିଚିତ ହେବା
ଯେଉଁ ବ୍ୟକ୍ତି ଜଣାଶୁଣା
କୌଣସି ବ୍ୟକ୍ତିର ନାମ,ଗୁଣ,କର୍ମ ଆଦି ବ୍ୟକ୍ତ କରିବା

Example

ମୋତେ ସେ କଥା ଜଣା
ସେ କିଛି ପରିଚିତ ଲୋକଙ୍କ ସହିତ ବୁଲିବୁଲି ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ
ସେ ମୋତେ କହିଲା ଯେ ସେ କାମ ଛାଡ଼ିକରି ଯାଉଛି
ସଂସାରରେ ଯେକୌଣସି ବ୍ୟକ୍ତି ସବୁ ବିଷୟ ଭଲ ଭାବରେ ଜାଣନ୍ତି ନାହିଁ / ମୁଁ