Home Oriya Odia Dictionary

Download Oriya Odia Dictionary APP

Acquaintance Oriya Odia Meaning

ଜଣାଶୁଣା, ପରିଚୟ, ପରିଚିତ

Definition

ଯାହା ଜଣା ଯାଇଛି
ଯିଏ ଜଣାଶୁଣା
କୌଣସି ବସ୍ତୁରେ ମିଳୁଥିବା ଏକ ବିଶେଷ କଥା ବା ତତ୍ତ୍ୱ ଯାହାଦ୍ୱାରା ସେ ବସ୍ତୁର ଭିନ୍ନତା ନିରୂପିତ ହୁଏ
ଯେ କୌଣସି ଗୋଷ୍ଠୀର ପ୍ରତିନିଧି ରୂପରେ କିମ୍ବା ସେମାନଙ୍କ ସବୁକଥାର ଯେ ସୂଚକ ବା ପ୍ରତିନିଧି
ଗୁଣ-ଦୋଷ ଠିକ-ଠିକ ନିର୍ଦ୍ଧାର

Example

ମୋତେ ସେ କଥା ଜଣା
ସେ କିଛି ପରିଚିତ ଲୋକଙ୍କ ସହିତ ବୁଲିବୁଲି ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ
ସବୁ ବସ୍ତୁର କିଛି ଲକ୍ଷଣ ରହିଥାଏ
ସବୁ ରାଷ୍ଟ୍ର, ରାଜ୍ୟ କିମ୍ବା ସଂସ୍ଥାର ନିଜର ବ