Home Oriya Odia Dictionary

Download Oriya Odia Dictionary APP

Acquiescence Oriya Odia Meaning

ବୁଝାମଣା, ସମ୍ମତି, ସହମତି

Definition

କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା
ସହମତ ହେବାର କ୍ରିୟା ଅବସ୍ଥା ବା ଭାଗ
ସ୍ଥିର ବା ନିଶ୍ଚଳ ହେବାର ଅବସ୍ଥା ବା ଭାବ

Example

ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ
ଏହା କିଭଳି ସଂଯୋଗ ଯେ ମୁଁ ଆପଣଙ୍କୁ ଭେଟିବାକୁ ଯାଉଥିଲି ଆଉ ଆପଣ ଏଠାକୁ ଆସିଗଲେ
ଔଷଧ ଖାଇଲାପରେ ହିଁ ମୋର ମୁଣ୍ଡ ବ୍ୟଥାରୁ ଉପଶମ ମିଳି