Home Oriya Odia Dictionary

Download Oriya Odia Dictionary APP

Acquire Oriya Odia Meaning

ମିଳିବା, ଶିକ୍ଷାକରିବା, ଶିଖିବା

Definition

କିଣାବିକା ବା ଦେବାନେବାପାଇଁ କରାଯାଉଥିବା କଥାବାର୍ତ୍ତା ବା ବ୍ୟବହାର
ଅଧିକାରପୂର୍ବକ ଅଥବା ଅଧିଗ୍ରହଣ ଦ୍ୱାରା କାହାରି ସମ୍ପତ୍ତି ବା ଅନ୍ୟ କିଛି ଜିନିଷ ନେବା କାର୍ଯ୍ୟ
କୌଣସି ବସ୍ତୁ କିଣାବି

Example

ମୁଲଚାଲ ନକରି କୌଣସି ଜିନିଷ କିଣିବା ଉଚିତ୍‌ ନୁହେଁ
ହିନ୍ଦୁ ସଙ୍ଗଠନଗୁଡ଼ିକଦ୍ୱାରା ଅଯୋଧ୍ୟାରେ ରାମଜନ୍ମ ଭୂମିକୁ ଅଧିଗ୍ରହଣ କରାଗଲା
ଏହି କାର୍ର ଦାମ୍‌ କେତେ ?
ବାପା-ଦାଦାମାନଙ୍କର କଷ୍ଟାର୍ଜିତ ଧନକୁ ଏଭଳି ଉଡ଼ାଅନାହିଁ
ହୀରାର ମୂଲ୍ୟ ଜହୁ