Home Oriya Odia Dictionary

Download Oriya Odia Dictionary APP

Act Oriya Odia Meaning

ଅଙ୍କ, କରନୀ, କରମ, କର୍ମ, କାମ, କାମ କରିବା, କାମ ଦେବା, କାର୍ଯ, କୃତ୍ୟ, ନାଟ୍ୟାଙ୍କ, ଫଳପ୍ରଦ ହେବା, ଫଳପ୍ରସୂ ହେବା, ବ୍ୟବହାର

Definition

ଯେଉଁ କର୍ମ ଧର୍ମ ସହିତ ସମ୍ବନ୍ଧିତ
ଯାହା କରାଯାଏ
କୌଣସି ପରୀକ୍ଷାଆଦିରେ ପରୀକ୍ଷାର୍ଥୀଦ୍ୱାରା ପୂର୍ଣ୍ଣସଂଖ୍ୟାରୁ ମିଳିଥିବା ନମ୍ବର
ବ୍ୟବସାୟ, ସେବା, ଜୀବିକାଆଦିର ବିଚାରରେ କରାଯାଉଥିବା କାମ
ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ

Example

ମହାତ୍ମାମାନେ ଧର୍ମକର୍ମରେ ଲୀନ ହୋଇଅଛନ୍ତି
ସେ ସବୁବେଳେ ଭଲ କାମ ହିଁ କରେ
ହିନ୍ଦୀରେ ମୋର ପ୍ରାପ୍ତାଙ୍କ ଶତକଡ଼ା ସତୁରି
ଆପଣା କାର୍ଯ୍ୟ ପୂରା କଲାପରେ ସେ ଚାଲିଗଲେ
ଯେଉଁ ଉପଦେଶ ଦେଉଛି ତାକୁ କାମରେ ଲଗାଅ
ମା’ ପିଲାମାନଙ୍କ ଗାଲରେ ନଜର