Home Oriya Odia Dictionary

Download Oriya Odia Dictionary APP

Activated Oriya Odia Meaning

ଅନୁପ୍ରାଣିତ

Definition

କୌଣସି କାମରେ ଲାଗିଥିବା ବ୍ୟକ୍ତି
ଯେଉଁଥିରେ ଫୁର୍ତ୍ତି ଅଛି
ଯାହାକୁ ଅନ୍ୟଠାରୁ ପ୍ରେରଣା ମିଳେ
ଯାହାକୁ ପ୍ରେରଣା ମିଳିଛି ବା ଦିଆଯାଇଛି

Example

ଫୁର୍ତ୍ତିଯୁକ୍ତ ବ୍ୟକ୍ତି କୌଣସି ବି କାମ ଶୀଘ୍ର କରିପାରେ
ତାଙ୍କ ଆଦର୍ଶଦ୍ୱାରା ଅନୁପ୍ରାଣିତ ସମାଜ ଆଜି ଉନ୍ନତିର ଶିଖରରେ ପହଞ୍ଚିଛି