Home Oriya Odia Dictionary

Download Oriya Odia Dictionary APP

Activity Oriya Odia Meaning

କ୍ରିୟାକଳାପ, କ୍ରିୟାଶୀଳତା, ଗତିବିଧି, ନୈସର୍ଗିକ ପ୍ରକ୍ରିୟା, ପ୍ରାକୃତିକ କ୍ରିୟା, ପ୍ରାକୃତିକ ପ୍ରକ୍ରିୟା, ଶାରୀରିକ କ୍ରିୟା, ସକ୍ରିୟତା

Definition

କାହାରି ଚାଲିଚଳନ ବା ତାଙ୍କଦ୍ୱାରା କରାଯାଉଥିବା କାର୍ଯ୍ୟଆଦିର ରଙ୍ଗଢ଼ଙ୍ଗ
ପ୍ରକୃତି ସହିତ ସମ୍ବନ୍ଧିତ ପ୍ରକ୍ରିୟା
ଶରୀର ସହିତ ସମ୍ବନ୍ଧିତ ଗୋଟିଏ କ୍ରିୟା
ହଲଚଲ ହେବାର ପ୍ରକ୍ରିୟା ବା ଭାବ

Example

ଆପଣଙ୍କୁ ଆପଣଙ୍କ ପୁଅର ଗତିବିଧି ଉପରେ ଧ୍ୟାନ ରଖିବାକୁ ପଡ଼ିବ
ଜୀବନ ମରଣ ଏକ ପ୍ରାକୃତିକ ପ୍ରକ୍ରିୟା
ଚାଲିବା ଏକ ଶାରୀରିକ କ୍ରିୟା
ମୁର୍ଦ୍ଦାର ହଲଚଲ ହୁଏନାହିଁ
ରାଜନୀତିରେ ଗୁଣ୍ଡାମାନଙ୍କର ସକ୍ର