Home Oriya Odia Dictionary

Download Oriya Odia Dictionary APP

Adage Oriya Odia Meaning

କଥା, ଜନୋକ୍ତି, ଲୋକକଥା, ଲୋକବାଣୀ, ଲୋକୋକ୍ତି

Definition

ନାଟକଆଦିରେ କୁହାଯାଉଥିବା ବାର୍ତ୍ତା
ନିଜ ନିଜ ମଧ୍ୟରେ କଥାବାର୍ତ୍ତା ବା ଡକାଡକି ହେବାର କ୍ରିୟା
ଲୋକଙ୍କ ମଧ୍ୟରେ ପ୍ରଚଳିତ ଏଭଳି ପ୍ରଚଳିତ ଚମତ୍କାରବାକ୍ୟ ଯେଉଁଥିରେ କୌଣସି ଅନୁଭବ ବା ତଥ୍ୟ ସମ୍ପର୍କିତ କଥା କୁହାଯାଇଛି
ମନଗଢ଼ା ବା

Example

ଜୟଶଂକର ପ୍ରସାଦଙ୍କ ନାଟକରେ ସଂଳାପଗୁଡ଼ିକ ରୁଚିକର ହୋଇଥାଏ
ଲୋକୋକ୍ତିର ପ୍ରୟୋଗ ଭାଷାର ସୌନ୍ଦର୍ଯ୍ୟବିଧାନ କରେ
ମୁନ୍‌ସୀ ପ୍ରେମଚନ୍ଦ୍ରଙ୍କର କାହାଣୀ ଗ୍ରାମୀଣ୍‌ ପରିବେଶକୁ ଭଲ ଭାବରେ ଦର୍ଶାଇଥାଏ
କେବେକେବେ ଗୁଜବ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟିକରେ
ଆଭାଣକପରି ଈଶ୍ବରୀୟ ବିଷୟ