Home Oriya Odia Dictionary

Download Oriya Odia Dictionary APP

Addable Oriya Odia Meaning

ଯୋଜନୀୟ, ଯୋଜ୍ୟ

Definition

ଯେଉଁ ସଂଖ୍ୟା କୌଣସି ସଂଖ୍ୟା ସହିତ ଯୋଗ କରାଯାଏ
ଯାହା ଯୋଗ କରାଯାଇପାରେ ବା ବ୍ୟବହୃତ ହୋଇପାରେ

Example

ସମାନ ଯୋଜ୍ୟକୁ ତିନୋଟି ଅଲଗା ସଂଖ୍ୟାରେ ଯୋଗକରନ୍ତୁ
ସମସ୍ତ ସଂଖ୍ୟା କିଛି ନା କିଛି ସଂଖ୍ୟାରେ ଯୋଜନୀୟ ହୁଅନ୍ତି