Home Oriya Odia Dictionary

Download Oriya Odia Dictionary APP

Addict Oriya Odia Meaning

ପଡିବା

Definition

ଯେ ସବୁଦିନ ନିଶାଖାଏ ବା ନିଶା ହେବାପାଇଁ କିଛି ନିଶାଦ୍ରବ୍ୟ ସେବନ କରେ
ଯେ ପ୍ରାୟତଃ କୌଣସି ନିଶା ସେବନ କରିଥାଏ
କୁବ୍ୟସନ କରିବା ବ୍ୟକ୍ତି ବା ଯାହାର କିଛି ଖରାପ ଅଭ୍ୟାସ ରହିଛି
ଅଭ୍ୟାସରେ ପକା

Example

ନିଶାରେ ମାରପିଟ୍‌ କରିବା କାରଣରୁ ଦୁଇଜଣ ନିଶାଖୋର ବ୍ୟକ୍ତିଙ୍କୁ କାରାଗାର ଦେଖିବାକୁ ପଡ଼ିଲା
ଦୁଇଜଣ ନିଶାଖୋର ନିଶା ଖାଇଲାପରେ ନିଜ ନିଜ ମଧ୍ୟରେ କଳି କଲେ
ତୁମେ ତା ସାଙ୍ଗ ଛାଡ଼ି ଦିଅ, କାରଣ ସେ ଜଣେ କୁବ୍ୟସନୀ
ବସି ଖାଇଲେ ଚ