Home Oriya Odia Dictionary

Download Oriya Odia Dictionary APP

Adjoin Oriya Odia Meaning

ଅବସ୍ଥାନ କରିବା, ଅବସ୍ଥିତ ହେବା, ଛୁଆଁଇବା, ଛୁଏଁଇବା, ସ୍ଥିତ ହେବା, ସ୍ପର୍ଶ କରେଇବା

Definition

କେତେକ ବସ୍ତୁ ପରସ୍ପର ସହିତ ଏପରି ମିଶିବ ବା ଯୋଡ଼ିହେବ ଯେପରି ଗୋଟିକର ପୃଷ୍ଠ ବା ଅନ୍ୟଟିର ସହିତ ଲାଗିଯିବ
ସଂଚିତ ବା ଏକତ୍ରିତ କରିବା
ନିଜ ନିଜ ମଧ୍ୟରେ ଏକ ପ୍ରକାର ମିଳଣ ଯେଉଁଥିରେ ଦୁହିଁଙ୍କର ପାର୍ଶ୍ୱ ବା ତଳ ଏକ

Example

ଏହି ଚୌକିର ଭାଙ୍ଗି ଯାଇଥିବା ହାତ ଯୋଡ଼ିହୋଇଗଲା
ସେ ଘର ତିଆରି କରିବାପାଇଁ ଅତି କଷ୍ଟରେ ଗୋଟିଏ ଗୋଟିଏ କରି ଟଙ୍କା ସଂଚୟ କରି ରଖୁଛି
ତୁମେ ନିଜ ଶରୀର ମୋ ସହିତ ଲଗାଅନାହିଁ