Home Oriya Odia Dictionary

Download Oriya Odia Dictionary APP

Administration Oriya Odia Meaning

ପ୍ରବନ୍ଧନ, ବ୍ୟବସ୍ଥାପନ

Definition

ରାଜ୍ୟ କାର୍ଯ୍ୟର ପ୍ରବନ୍ଧ ଓ ସଞ୍ଚାଳନ
କୌଣସି କଥାକୁ ସ୍ଥିର ବା ନିଶ୍ଚିତ କରିବାର ପ୍ରକ୍ରିୟା
ବ୍ୟବସ୍ଥା କରିବାର ପ୍ରକ୍ରିୟା ବା ଭାବ
ଦେଶ, ରାଜ୍ୟ ଆଦିର ଶାସନ ପ୍ରବଂଧ କରୁଥିବା ସଂସ୍ଥା
ଲୋକ (ସମିତି ବା ବିଭାଗ) ଯାହା କୌଣସି

Example

ଆଜିକାଲି ଦେଶର ଶାସନ ଭ୍ରଷ୍ଟାଚାରିଙ୍କ ହାତରେ ରହିଛି
ଡିସେମ୍ବର ଚଉଦରେ କବି ସମ୍ମିଳନୀ ହେବାକୁ ନିର୍ଦ୍ଧାରଣ କରାଯାଇଥିଲା
ପ୍ରତ୍ୟେକ କାମର ବ୍ୟବସ୍ଥାପନ ଠିକ ହେବା ଦରକାର