Home Oriya Odia Dictionary

Download Oriya Odia Dictionary APP

Admirer Oriya Odia Meaning

ଅନୁମୋଦକ, ସପକ୍ଷ, ସମର୍ଥକ

Definition

ଯେ କୌଣସି ପକ୍ଷ ବା କୌଣସି ସିଦ୍ଧାନ୍ତଆଦିକୁ ସମର୍ଥନ ବା ପୋଷଣ କରେ
ଯିଏ କୌଣସି ପକ୍ଷର ସମର୍ଥନ ବା ପୋଷଣ କରେ
ଯେ କାହାରି ପ୍ରଶଂସା କରେ
ଅନ୍ୟକୁ ପ୍ରଶଂସା କରୁଥିବା ବ୍ୟକ୍ତି

Example

ମୁଁ ନ୍ୟାୟର ସମର୍ଥକ
ଶ୍ୟାମ ଗାନ୍ଧିଜୀଙ୍କ ବିଷୟରେ କିଛି ଓଲଟାସିଧା ଶୁଣିପାରେ ନାହିଁ କାରଣ ସେ ତାଙ୍କର ବଡ ପ୍ରଶଂସକ
ପ୍ରଶଂସକମାନେ ନେତାଜୀଙ୍କର ବହୁତ ଗୁଣଗାନ କଲେ