Home Oriya Odia Dictionary

Download Oriya Odia Dictionary APP

Ado Oriya Odia Meaning

ବଢାଇବା

Definition

କୌଣସି ସାଧାରଣ କଥାକୁ ବହୁତ ବଡ଼କରିବା / ଅବା କଳି-ତକରାଳର ରୂପଦେବା
ଅନିର୍ଣ୍ଣୟାତ୍ମକ ସ୍ଥିତିରେ ମନରେ ହେଉଥିବା ଆନ୍ଦୋଳନ
ଆତଙ୍କିତ ହେବା କାରଣରୁ ଜନ ସାଧାରଣଙ୍କ ମଧ୍ୟରେ ହେଉଥିବା କୋଳାହଳ ଏବଂ ଧାଁ ଦୌଡ଼
ହଲଚଲ ହେବାର ପ୍ରକ୍ରିୟା ବା ଭାବ

Example

ଆପଣ କଥାକୁ ବଢ଼ାଇଦେଇ ଆମ ଭିତରେ ଝଗଡ଼ା ଲଗାଇଦେଲେ
ଗାଁରେ ଡାକୁମାନେ ପଶିବାକ୍ଷଣି ହଇଚଇ ଆରମ୍ଭ ହୋଇଗଲା
ମୁର୍ଦ୍ଦାର ହଲଚଲ ହୁଏନାହିଁ