Home Oriya Odia Dictionary

Download Oriya Odia Dictionary APP

Adoration Oriya Odia Meaning

ଭକ୍ତି

Definition

ଦେବୀ ଦେବତା ବା ଈଶ୍ୱରଙ୍କ ପ୍ରତି ରଖାଯାଉଥିବା ବିଶେଷ ପ୍ରେମ
କୌଣସି ଦେବୀ, ଦେବତାଆଦିଙ୍କ ଉପରେ ଜଳ,ଫୁଲ ଚଢ଼ାଇ ବା ତାଙ୍କ ଆଗରେ କିଛି ରଖି କରାଯାଉଥିବା ଧାର୍ମିକ କାର୍ଯ୍ୟ
କୌଣସି ଜ୍ୟେଷ୍ଠବ୍ୟକ୍ତିଙ୍କ ପ୍ରତି ଥିବା ଶ୍ରଦ୍ଧା ବା ଆଦର ଭାବ

Example

ଈଶ୍ୱରଙ୍କ ପ୍ରତି ଭକ୍ତି ରହିବା ଆବଶ୍ୟକ
ଈଶ୍ୱରଙ୍କ ପୂଜାରେ ମନକୁ ଶାନ୍ତି ମିଳେ
ଜ୍ଞାନପ୍ରାପ୍ତ ନିମନ୍ତେ ଗୁରୁଙ୍କ ପ୍ରତି ଭକ୍ତି କରିବା ଆବଶ୍ୟକ ବୋଲି ସନ୍ଥ, ମହାତ୍ମାମାନେ କହିଛନ୍ତି
ଭକ୍ତିର ପ୍ରତ୍ୟେକ ପାଦରେ ତଗଣ, ୟଗଣ ଏବଂ