Home Oriya Odia Dictionary

Download Oriya Odia Dictionary APP

Adult Oriya Odia Meaning

ପ୍ରାପ୍ତବୟସ୍କ, ସାବାଳକ

Definition

କୌଣସି କାମ କରିବାପାଇଁ ଯାହାର ଯୋଗ୍ୟତା ଅଛି
ଅନୁଭବ ଧାରଣ କରୁଥିବା ଲୋକ ବା ଯାହାର କୌଣସି କାମ ଓ ବସ୍ତୁର ଅନୁଭବ ଥାଏ
ଯାହା ପାଚିଛି
ଅନ୍ତିମ ଯୌବନ ବା ଯୌବନ ଓ ବାର୍ଦ୍ଧକ୍ୟର ମଝିରେ
ପୂରିଲା ଅବସ୍ଥାରେ ପ

Example

ଅର୍ଜୁନ ଧନୁର୍ବିଦ୍ୟାରେ ପ୍ରବୀଣ ଥିଲେ
ଏହି କାମପାଇଁ ଅନୁଭବୀ ବ୍ୟକ୍ତିର ଆବଶ୍ୟକତା ରହିଛି
ସେ ପାଚିଲା ଆମ୍ବ ଖାଉଛି
ସେ ବୟସ୍କ କିନ୍ତୁ ପିଲାଙ୍କଭଳି ବ୍ୟବହାର କରେ
ଜଣେ ଦରବୁଢ଼ା ବ୍ୟକ୍ତି ପଳେଇଯାଉଥିବା ଚୋରକୁ ଧରିନେଲେ