Home Oriya Odia Dictionary

Download Oriya Odia Dictionary APP

Adulterer Oriya Odia Meaning

ଦୁଶ୍ଚରିତ୍ର ବ୍ୟକ୍ତି, ବ୍ୟଭିଚାରୀ

Definition

ଯେ ବ୍ୟଭିଚାର କରେ
ବ୍ୟଭିଚାର କରୁଥିବା ବ୍ୟକ୍ତି
ସୁଖଭୋଗରେ ବ୍ୟସ୍ତ ରହିଥିବା ଲୋକ
ବେଶ୍ୟା ସହିତ ସମ୍ଭୋଗ କରୁଥିବା ବ୍ୟକ୍ତି
ବେଶ୍ୟା ସହିତ ସଂଭୋଗ କରୁଥିବା ଲୋକ
ଅନ୍ୟର ସ୍ତ୍ରୀ ସହ

Example

ଆଦିବାସୀମାନେ ଜଣେ ବ୍ୟଭିଚାରୀ କର୍ମଚାରୀଙ୍କୁ ଧରି ବହୁତ ପିଟିଲେ
ବ୍ୟଭିଚାରୀକୁ ସମାଜ ହେୟ ଦୃଷ୍ଟିରେ ଦେଖେ
ବିଳାସୀ ରାଜାମାନଙ୍କ ରାଜ୍ୟ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିଲା ନାହିଁ
ବେଶ୍ୟାସକ୍ତ ବ୍ୟକ୍ତିର ଜୀବନ