Home Oriya Odia Dictionary

Download Oriya Odia Dictionary APP

Advantageous Oriya Odia Meaning

ଉପଯୋଗୀ, ଗୁଣକାରୀ, ଲାଭକର , ଲାଭକାରକ, ଲାଭଜନକ, ଲାଭଦାୟକ, ଲାଭପ୍ରଦ, ହିତକାରୀ

Definition

ଯିଏ ଉପକାର କରେ
ଯେଉଁଥିରେ ଲାଭ ଅଛି ବା ଯାହା ଲାଭଦାୟକ
ଯାହା ଦରକାରୀ
କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍‌ ବା ମେଳ ରଖିବାବାଲା
ଇନ୍ଦ୍ରଙ୍କ ସମ୍ପତ୍ତିର ଭଣ୍ଡାର ରକ୍ଷକ

Example

ଉପକାରୀ ବ୍ୟକ୍ତିର ଜୀବନ ଶାନ୍ତିମୟ
ସରକାରଙ୍କଦ୍ୱାରା ଚାଲୁଥିବା କୃଷି ସମ୍ବନ୍ଧୀୟ ସମସ୍ତ ଯୋଜନା କୃଷକମାନଙ୍କ ନିମନ୍ତେ ଲାଭପ୍ରଦ / ଠିକ୍‌ ସମୟରେ ଭୋଜନ କରିବା ସ୍ୱାସ୍ଥ୍ୟ ନିମନ୍ତେ ଲାଭପ୍ରଦ
ଏହା ପିଲାମାନଙ୍କପାଇଁ ବହୁତ