Home Oriya Odia Dictionary

Download Oriya Odia Dictionary APP

Advertised Oriya Odia Meaning

ବିଜ୍ଞାପନୀ

Definition

ଯାହାର ସୂଚନା ଦିଆଯାଇଛି କିମ୍ବା ଯାହା ସୂଚିତ କରାଯାଇଛି
ଯାହାର ପ୍ରଚାର କରାଯାଇଛି

ଯେଉଁ ଫେରାର ଅପରାଧୀକୁ ଧରାଇଦେବା ନିମନ୍ତେ ବିଜ୍ଞାପନ ଦିଆଯାଇଛି

Example

ଏହି ଜ୍ଞାନ ସର୍ବ ସୂଚିତ
ନେତାମାନଙ୍କ ପ୍ରଚାରିତ କଥା ସତ ହୁଏନାହିଁ

ବିଜ୍ଞାପିତ ଅପରାଧୀ ଉପରେ ଦଶହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି