Home Oriya Odia Dictionary

Download Oriya Odia Dictionary APP

Advertizement Oriya Odia Meaning

ଇସ୍ତାହାର, ବିଜ୍ଞପ୍ତି, ବିଜ୍ଞାପନ

Definition

ବିକ୍ରିପାଇଁ ଥିବା ମାଲ ବା ଆଉ କିଛି ବିଷୟର ସୂଚନା ଯାହା ସମସ୍ତଙ୍କୁ ବିଶେଷତଃ ପତ୍ର, ରେଡିଓ, ଏବଂ ଦୂରଦର୍ଶନଆଦି ମାଧ୍ୟମରେ ସୂଚାଇ ଦିଆଯାଏ
କାନ୍ଥଆଦିରେ ଲଗାଯାଇଥିବା ସୂଚନା ପତ୍ର ଯାହାଦ୍ୱାରା କୌଣସି ବିଷୟ ଲୋକମାନଙ୍କୁ

Example

ଆଜିର ଖବର କାଗଜ ବିଜ୍ଞାପନରେ ଭର୍ତ୍ତି
ଏହି ଫିଲ୍ମର ବିଜ୍ଞାପନ ଗଳିଗଳିରେ ଲଗାଯାଇଛି
କମ୍ପାନୀଗୁଡ଼ିକ ଟିଭିଆଦି ମାଧ୍ୟମରେ ନିଜର ଉତ୍ପାଦନର ପ୍ରଚାର କରନ୍ତି
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବିଜ୍ଞପ୍ତି ଅନୁସାରେ