Home Oriya Odia Dictionary

Download Oriya Odia Dictionary APP

Advocacy Oriya Odia Meaning

ଓକିଲାତି

Definition

କାହାରିଦ୍ୱାରା କରାଯାଇଥିବା କାମ ବା ପ୍ରଦାନ କରାଯାଇଥିବା ପରାମର୍ଶକୁ ଠିକ୍‌ ବୋଲି ନିଜର ସ୍ୱୀକୃତି ଦେବା
ଓକିଲର କାମ ବା ବୃତ୍ତି
ଦୂତର କାମ
କୌଣସି ବ୍ୟକ୍ତିଙ୍କ ତରଫରୁ ତାଙ୍କ ସପକ୍ଷରେ କଥା କହିବାର ପ୍ରକ୍ରିୟା

Example

ଆମେ ଏହି ପ୍ରସ୍ତାବକୁ ଅନୁମୋଦନ କରୁଛୁ
ଆଜିକାଲି ରାମର ଓକିଲାତି ଭଲରେ ଚାଲୁଛି
ଦୌତ୍ୟ କରିବା ପାଇଁ ବୁଝାସୁଝାର ଆବଶ୍ୟକତା ପଡ଼େ
ବୁଶ୍ ଏଚ୍-୧ବି ଭିସା ବଢ଼ାଇବାପାଇଁ ଓକିଲାତି କଲେ