Home Oriya Odia Dictionary

Download Oriya Odia Dictionary APP

Affair Oriya Odia Meaning

ଜାରକର୍ମ, ବ୍ୟଭିଚାର, ମାମଲା, ଲମ୍ପଟତା

Definition

ନୀତି ବିରୋଧ ହେଉଥିବା କାର୍ଯ୍ୟ
ଜିନିଷ ତିଆରି କରିବା, କିଣିବା ଓ ବିକିବା କାମ
ଛଳ-କପଟ ବା ଅନ୍ୟ କୌଣସି ପ୍ରକାର ଅନାଚାର କରିବା ଅବସ୍ଥା ବା ଭାବ
ପାଇବା, ହାତକୁ

Example

ଦୁଷ୍ଟ ବ୍ୟକ୍ତି ସବୁବେଳେ ଦୁଷ୍କର୍ମରେ ଲିପ୍ତ ରହିଥାଏ
ରାମର କଠିନ ପରିଶ୍ରମ ଯୋଗୁଁ ତାର ବେପାର ଦିନରାତି ବଢ଼ୁଛି
ବେଇମାନୀ ଧନ କେବେ ରହେ ନାହିଁ
ତାଙ୍କୁ ପୁତ୍ର ରତ୍ନ ପ୍ରାପ୍ତି ହେଲା