Home Oriya Odia Dictionary

Download Oriya Odia Dictionary APP

Affectation Oriya Odia Meaning

ଚାତୁରୀ, ଚାଲାଖି

Definition

କାହାକୁ ଧୋକା ଦେବାପାଇଁ ପ୍ରସ୍ତୁତ ରୂପ କିମ୍ବା କରାଯାଉଥିବା କାମ
କାହାର ଅନୁରୂପ ଧରଣର ବେଶ ବା ରୂପ କରାଯାଇଥିବା ଅବସ୍ଥା
ଛଇ ଦେଖାଇବା କାମ

Example

ଇନ୍ଦ୍ର ଗୌତମ ଋଷିଙ୍କ ଛଦ୍ମବେଶ ଧାରଣ କରି ଅହଲ୍ୟାଙ୍କ ସତୀତ୍ୱ ନଷ୍ଟ କରିଥିଲେ
ଚାତୁରୀ ବନ୍ଦ କରି ପଢ଼ିବାପାଇଁ ବସିଯାଅ